This browser does not support the video element.
ଆନନ୍ଦପୁର: ଶାସଙ୍ଗ ହାଇସ୍କୁଲରେ ବ୍ଲକ ସ୍ତରୀୟ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ
Anandapur, Kendujhar | Sep 7, 2025
ଆନନ୍ଦପୁର ଉପଖଣ୍ଡ ଶାସଙ୍ଗ ହାଇସ୍କୁଲରେ ବ୍ଲକ ସ୍ତରୀୟ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିତ୍ରାଙ୍କନ ସୁନ୍ଦର ହସ୍ତାକ୍ଷର, ଭାଷାଜ୍ଞାନ ପ୍ରବନ୍ଧ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଂଯୋଜନା ରେଦିନ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ହାଟଡିହି ବ୍ଲକର ବିଭିନ୍ନ ସ୍କୁଲରୁ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଶିକ୍ଷା ବିଭାଗର ଅନେକ ଅଧିକାରୀ ଉପସ୍ଥିତ ରହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।