This browser does not support the video element.
ରେମୁଣା: କୁରାଢିହା ପଞ୍ଚାୟତରେ ବାସନ୍ତୀ ପୂଜା ଅନୁଷ୍ଠିତ, ଯୋଗଦେଲେ ସଦର ବିଧାୟକ
Remuna, Balasore | Apr 16, 2024
ଆଜି ହେଉଛି ଜଗତ ଜନନୀ ମା' ବାସନ୍ତୀଙ୍କ ପୂଜା। ଏନେଇ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ କୁରାଢିହା ପଞ୍ଚାୟତରେ ମା' ବାସନ୍ତୀଙ୍କ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଅପରାହ୍ନରେ ସଦର ବିଧାୟକ ସ୍ବରୂପ କୁମାର ଦାସ ଏଥିରେ ଯୋଗଦେଇଥିଲେ। ପୂଜାର୍ଚ୍ଚନା ସହ ଅଞ୍ଚଳବାସୀଙ୍କ ପାଇଁ ବିଧାୟକ ମଙ୍ଗଳ କାମନା କରିଥିଲେ। ସାଥିରେ ସ୍ଥାନୀୟ ଅଞ୍ଚଳର ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।