Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ନିର୍ଦ୍ଦିଷ୍ଟ ସମୟ ସୀମାରେ କାର୍ଯ୍ୟ ନସରିଲେ ଠିକାଦାର ଉପରେ ହେବ କାର୍ଯ୍ୟାନୁଷ୍ଠାନ; ନିର୍ଦେଶ ଦେଇ ବାରିପଦାରେ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ

Baripada M, Mayurbhanj | Sep 8, 2025
ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ରାଜ୍ୟରେ ସମସ୍ତ ଉନ୍ନତୀ ମୂଳକ କାର୍ଯ୍ୟ କରିବାକୁ ସରକାର ଠିକାଦାର ଙ୍କୁ ନିର୍ଦେଶ ଦେଇଛନ୍ତି। ସମୟ ସୀମାରେ କାର୍ଯ୍ୟ ସମ୍ପନ୍ନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶ ଦେଇ ବାରିପଦା ଠାରେ ସୋମବାର ଦିନ ପ୍ରାୟ ୧୧.୪୫ ଟାରେ ପ୍ରତିକ୍ରିୟା ଦେଲେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର।
Read More News
T & CPrivacy PolicyContact Us