This browser does not support the video element.
ଫୁଲବାଣୀ ସହର: ଫୁଲବାଣି ଠାରେ ୯୩ଟି ପରିବାରକୁ ବିଦ୍ୟୁତ ସଂଯୋଗ ପାଇଁ ଏଡିଏମଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Phulabani Town, Kandhamal | Aug 22, 2025
ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ୯୩ ଗୋଟି ପରିବାରକୁ ବିଦ୍ୟୁତ ସଂଯଗ କରିବା ନିମନ୍ତେ ଏଡିମ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର, ଏହି ଦାବିପତ୍ର ଟି ଶୁକ୍ରବାର ଦିନ 12ଦିଯାଇଥିବା ବେଳେ ଆତିନବାଡ଼ି ଗ୍ରାମର କଢକପାଙ୍ଗା ସାହି, ସ୍କୁଲ ସାହି, କଡେତି ସାହି ଓ ଶ୍ରୀକିପଙ୍ଗା ସାହିର ୯୩ ଗୋଟି ପରିବାରକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ । ଗ୍ରାମ ଦେଇ ଅନ୍ୟ ଗ୍ରାମ, ସାହି ଦେଇ ଅନ୍ୟ ସାହିକୁ ବିଦ୍ୟୁତ ସଂଯୋଗ କରାଯାଇଅଛି , କିନ୍ତୁ ଆମ ଗ୍ରାମର ଉପରୋକ୍ତ ସାହି ଗୁଡିକର ୯୩ ଗୋଟି ପରିବାରକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବାରୁ ବଞ୍ଚିତ କରାଯାଇ ଅଛି, ଆମ୍ଭେ ଗ