This browser does not support the video element.
ସୁନ୍ଦରଗଡ ସହର: ହେମଗିରି ଠାରେ ରଜକ ସେବା ସଙ୍ଘର ହେମଗିରି ଆଞ୍ଚଳିକ କମିଟି ପୁନର୍ଗଠିତ
Sundargarh Town, Sundargarh | Nov 10, 2024
ହେମଗିର ଠାରେ ରଜକ ସେବା ସଂଘର ହେମଗିର ଆଂଚଳିକ କମିଟି ପୁନର୍ଗଠିତ.. ରଜକ ସେବା ସଂଘର ହେମଗିରି (କ) ଆଂଚଳିକ କମିଟି ଆଜି 2 ଟା ବେଳେ ପୁନର୍ଗଠିତ ହୋଇ ଯାଇଛି । ସ୍ଥାନୀୟ ଆଂଚଳିକ କମଟି ସଭାପତି ନବୀନ ସେଠଙ୍କ ସଭାପତିତ୍ୱରେ ହେମଗିରିରେ ଆୟୋଜିତ ସାଧାରଣ ସଭାରେ ସଂଘର ଜିଲ୍ଲା ସଭାପତି ପ୍ରତାପ କୁମାର ବେଜି, ସମ୍ପାଦକ କୁଳଦୀପ ସେଠ, ପୂର୍ବତନ କେନ୍ଦ୍ରୀୟ କମିଟି ସଭାପତି କ୍ଷିରୋଦ ଚନ୍ଦ୍ର ସେଠ, ସହ ସମ୍ପାଦିକା ପ୍ରଭାସିନୀ ସେଠ, କୋଷାଧ୍ୟକ୍ଷ ଅଭିନ ଚନ୍ଦ୍ର ସେଠ, ହେମଗିରି (ଖ) ଜିଲ୍ଲା ପରିଷଦ ସଭ୍ୟା ମହିମା ସେଠ ଅତିଥି ଭାବେ ଯୋଗ ଦେଇଥିଲେ..