This browser does not support the video element.
ମହାକାଳପଡା: ଚଡେଇଗୁଆଁରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମନ୍ତ୍ରୀ
Mahakalapada, Kendrapara | Apr 18, 2024
ମହାକାଳପଡା ନିର୍ବାଚନ ମଣ୍ଡଳୀର ଚଡେଇଗୁଆଁଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ୨୬ତମ ବାର୍ଷିକ ଉତ୍ସବରେ ବୁଧବାର ଦିନ ୨ଟା ବେଳେ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ। ମନ୍ତ୍ରୀ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ସ୍ବାଗତ ଜଣାଇଥିଲେ। ମନ୍ତ୍ରୀ ଠାକୁରଙ୍କ ଆର୍ଶୀବାଦ ନେବା ସହ ବିଭିନ୍ନ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ରହିଛି।