Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ବାଲିକୁଦା ପୋଲିସ ପକ୍ଷରୁ ସୁମଦା ନିକଟରେ ଚଢ଼ାଉ ବିପୁଳ ପରିମାଣରେ ଚୋରା ମଦ ଜବତ ସହ ଅଭିଯୁକ୍ତ ଗିରଫ ହୋଇ ଆଜି କୋର୍ଟ ଚାଲାଣ
Jagatsinghapur, Jagatsinghpur | Sep 6, 2025
ବାଲିକୁଦା ପୋଲିସ ପକ୍ଷରୁ ସୁମଦା ନିକଟରେ ଚଢ଼ାଉ ବିପୁଳ ପରିମାଣରେ ଚୋରା ମଦ ଜବତ ସହ ଅଭିଯୁକ୍ତ ଗିରଫ ହୋଇ ଆଜି କୋର୍ଟ ଚାଲାଣ l ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ବାଲିକୁଦା ପୋଲିସ ବେଶେଷ ସୂତ୍ରରୁ ସୂଚନା ପାଇଁ ସୁମଦା ନିକଟରେ ଚଢ଼ାଉ କରି 51 ଲିଟର ru ଉର୍ଦ୍ଧ ଚୋରା ମଦ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ନିମାଇଁ ସ୍ୱାଇଁ ଡ଼ଃ ଗିରଫ କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!