Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର MKCG ମେଡିକାଲ ହଷ୍ଟେଲରେ ରାଗିଂ ଅଭିଯୋଗ ମିଥ୍ୟା ବୋଲି କହି ମେଡ଼ିକାଲରେ ପ୍ରତିକ୍ରିୟା ରଖିଲେ ଡିନ୍

Chhatrapur, Ganjam | Sep 2, 2025
MKCG ହଷ୍ଟେଲରେ ରାଗିଂ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ଡିନ୍‌। ବ୍ରହ୍ମପୁର MKCG ହଷ୍ଟେଲରେ ରାଗିଂ ଅଭିଯୋଗ ଘଟଣା, ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା କହିଲେ ଡିନ୍‌ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ଅଗଷ୍ଟ ୧୮ରେ ମିଟିଂ ଡାକି ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ।ଆଣ୍ଟି ରାଗିଂ କମିଟିର ବୈଠକ ପରେ ମଂଗଳବାର ସଂଧ୍ୟାରେ ବଡ଼ ମେଡ଼ିକାଲରେ ପ୍ରତିକ୍ରିୟା ରଖିଛନ୍ତି ଡିନ୍‌ ସୁଚିତ୍ରା ଦାସ।
Read More News
T & CPrivacy PolicyContact Us