This browser does not support the video element.
ଧର୍ମଶାଳା: ରାମକି କମ୍ପାନୀ ପରିସରରେ ଜଙ୍ଗଲି ଦନ୍ତା ହାତୀ ଦେଖି କର୍ମଚାରୀ ଭୟବିତ
Dharmasala, Jajpur | Sep 2, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାମକି ପରିସରରେ ଜଙ୍ଗଲି ଦନ୍ତା ହାତୀ ଦେଖି କର୍ମଚାରୀ ଭୟବିତ ହୋଇଥିଲେ । ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି ।