Download Now Banner

This browser does not support the video element.

ଜଗତସିଂହପୁର: ବିଜୟଚନ୍ଦ୍ର ପୁର ଗ୍ରାମରେ ଅଙ୍ଗନବାଡି ଖାଦ୍ୟ ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Jagatsinghapur, Jagatsinghpur | Aug 12, 2025
ନୂଆଗଡ ପଂଚାୟତ ର ବିଜୟଚନ୍ଦ୍ର ପୁର ଗ୍ରାମରେ ଅଙ୍ଗନବାଡି ର ଖାଦ୍ୟ ସାମଗ୍ରୀ ବଣ୍ଟନ ରେ ଅନିୟମିତତା କୁ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ଅଙ୍ଗନୱାଡ଼ି କର୍ମୀ ଓ ତାଙ୍କ ହେଲପର ଅଙ୍ଗନୱାଡ଼ି ର କାର୍ଯ୍ୟ କ୍ଷେତ୍ରରେ ନିୟମିତ ଭାବେ ପିଲାମାନଙ୍କୁ ଜିନିଷ ନ ଯୋଗେଇ ଦେବାରୁ ଏବଂ ଖାଦ୍ୟ କୁ ହଡ଼ପ କରିଥିବାକୁ ନେଇ ଗ୍ରାମବାସୀ ମାନେ ଏହାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l
Read More News
T & CPrivacy PolicyContact Us