Install App
kabisuryatv
This browser does not support the video element.
ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ସହରର ଶେଷ ଭାଗରେ ଥିବା ପଥପ୍ରାନ୍ତ ବିଶ୍ରାମଗାର ର ବିଭିନ୍ନ ଦରକାରୀ କାର୍ଯ୍ୟକୁ ଭାଙ୍ଗିଦେଲେ ଦୁର୍ବୃତ୍ତ ।
Digapahandi, Ganjam | Sep 12, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ସହରର ଶେଷ ଭାଗରେ ଥିବା ପଥପ୍ରାନ୍ତ ବିଶ୍ରାମଗାର ର ବିଭିନ୍ନ ଦରକାରୀ କାର୍ଯ୍ୟକୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ତେବେ କିଏ ଓ କାହିଁକି ଭାଙ୍ଗିଲା ତାହା ସ୍ଵଷ୍ଟ ହୋଇନଥିବା ବେଳେ ଅ।ଜି ଦିନ 8 ଘଣ୍ଟ ସମୟରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ହୋଇଥିବା ବେଳେ ଗଲା କିଛି ମାସ ହେବ ଏହା ବନ୍ଦ ରହିଛି । ଯାହାର ସୁଯୋଗ ନେଇ କିଛି ଖଳପ୍ରକୃତିର ବ୍ୟକ୍ତି ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ସାରା ସହରରେ ଅ।ଲୋଚନାର ବିଷୟ ହୋଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!