This browser does not support the video element.
ମାଲକାନଗିରି: ମଞ୍ଜାରିଗୁଡା ଗ୍ରାମର ଏକ ଘର ଓ ଅଙ୍ଗନବାଡି ଉପରେ ପଡ଼ିଲା ଗଛ, ଅଗ୍ନିଶମ ବାହିନୀ କଲା ଉଦ୍ଧାର
Malkangiri, Malkangiri | Sep 29, 2025
ମାଲକାନଗିରି ଜିଲ୍ଲା ମଞ୍ଜାରିଗୁଡା ରେ ଗୋଟିଏ ଘର ଓ ଅଙ୍ଗନବାଡି କେନ୍ଦ୍ର ଉପରେ ଗଛ ପଡି ଘରଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ଏହି ଗଛ ପଡ଼ିବା ଘଟଣା ରେ କାହାର କିଛି କ୍ଷତି ହୋଇ ନାହିଁ। ଏହି ଘରେ ରହୁଥିବା ପରିବାର ର ମଧ୍ୟ କିଛି କ୍ଷଟି ହୋଇନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ଗଛ କାଟି ଉଦ୍ଧାର କରିଥିଲେ ।