This browser does not support the video element.
ଜୟପୁର: ଲିଙ୍ଗରାଜ ନଗରରେ ଓ ଘିଉରି ଗ୍ରାମରେ ସଦର ପୋଲିସ ତରଫରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
Jeypore, Koraput | Aug 25, 2025
ଜୟପୁର ଟାଉନ ଥାନା ସଦର ଥାନା ତରଫରୁ ଆମ ପୋଲିସ ସମିତି ବୈଠକ ଆଜି ସଂନ୍ଧ୍ୟା 6ଟାରେ ଅନୁଷ୍ଟିତ ହୋଇଛି । ଜୟପୁର ଟାଉନ ଥାନା ତରଫରୁ ଲିଙ୍ଗରାଜ ନଗରରେ ଓ ଘିଉରି ଗ୍ରାମରେ ସଦର ପୋଲିସ ତରଫରୁ ବୈଠକ ଆୟୋଜନ କରାଯାଇଥିଲା । ବୈଠକରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ସ୍ଥାନୀୟ ଅଞ୍ଚଳର ବୁଦ୍ଧୀଜୀବି ଉପ ସ୍ଥିତ ରହି ଚୋରି ରୋକିବା ସହ ପେଟ୍ରୋଲିଂକୁ କଡା କଡି କରିବା ଆଦି ଦାବି କରାଯାଇଥିଲା ।