This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବଙ୍ଗଳାଗୁଡା ଓ ଦେବତାଗୁଡା ଠାରେ ବହୁ ଆଢ଼ମ୍ବରରେ ଗଣେଶ ବିସର୍ଜନ ଅନୁଷ୍ଠିତ
Nabarangapur PS, Nabarangpur | Aug 30, 2025
ଦୀର୍ଘଦିନ ଧରି ଧରାପୃଷ୍ଟ ରେ ପୂଜା ପାଇଲେ ଗଜାନନ l ବର୍ତମାନ କିନ୍ତୁ ଧାରାପୃଷ୍ଟରୁ ବିଦାୟ ନେଉଛନ୍ତି ଗଜାନନ l ଗ୍ରାମ ଠାରୁ ଆରମ୍ଭ ହୋଇ ସହର ଯାହେଁ ସବୁଆଡେ ବହୁ ଆଢ଼ମ୍ବରରେ ପୂଜା ପାଇଲା ପରେ ବର୍ତମାନ ଧରାପୃଷ୍ଟରୁ ବିଦାୟ ନେଉଛନ୍ତି ଗଜାନନ l ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତ ଏବଂ ନନ୍ଦାହାଣ୍ଡି ବ୍ଲକ ର ଦେବେତଗୁଡା ଠାରେ ବହୁ ଆଢ଼ମ୍ବରରେ ଆଜି ଗଣେଶ ବିସର୍ଜନ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ସମସ୍ତ ଛୋଟ ରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ଏହି ଭସାଣି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l