This browser does not support the video element.
ଗୋପାଳପୁର: ଆମ୍ବପୁଆ ଶିବାନନ୍ଦ ନଗର ଅଞ୍ଚଳର ଏକ ତାଲା ବନ୍ଦ ଘରୁ ଚୋରୀ ଅଭିଯୋଗ
Gopalpur, Ganjam | Aug 30, 2025
ଆମ୍ବପୁଆ ଶିବାନନ୍ଦ ନଗର ଅଞ୍ଚଳରେ ଥିବା ଏକ ତାଲା ବନ୍ଦ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଶିବାନନ୍ଦ ନଗର ଦ୍ୱିତୀୟ ଲାଇନ ନିବାସୀ ବଳରାମ ବେହେରାଙ୍କ ଘରୁ କେହି ନଥିବା ବେଳେ ନଗଦ ୬୦ ହଜାର ଟଙ୍କା ସହ ୩୦ ଭରି ସୁନାଗହଣା ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ଲୁଟି ନେଇଛନ୍ତି। ଶନିବାର ଅପରାହ୍ନରେ ଗୋପାଳପୁର ଥାନାରେ ଏନେଇ ଏତଲା ଦେଇଛନ୍ତି ପରିବାର ଲୋକେ।