Download Now Banner

This browser does not support the video element.

ଖୋର୍ଦ୍ଧା: ପାଙ୍ଗାରସିଂହ ଗ୍ରାମର ସମସ୍ୟା ବୁଝିଲେ ସ୍ଥାନୀୟ ବିଧାୟକ

Khordha, Khordha | Sep 11, 2025
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ବେଗୁନିଆ ବ୍ଲକ ଅନ୍ତର୍ଗତ ପଙ୍ଗାରସିଂହ ପଞ୍ଚାୟତ ଅଧିନସ୍ଥ ପଙ୍ଗାରସିଂ ଗ୍ରାମର ଅମ୍ବୁଜ କୁମାରୀ ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ଯୋଗଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ବିଧାୟକ ପ୍ରଦୀପ ସାହୁ
Read More News
T & CPrivacy PolicyContact Us