Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସାଂସଦ କ୍ରୀଡା ମହୋତ୍ସବପ୍ରସ୍ତୁତି ବୈଠକ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ।

Cuttack M Corp PS, Cuttack | Aug 26, 2025
ସାଂସଦ କ୍ରୀଡା ମହୋତ୍ସବ ୨୦୨୫ ପ୍ରସ୍ତୁତି ବୈଠକ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ମଙ୍ଗଳବାର ଦିନ ୧୨ ଟାରେ ହୋଇଥିଲା । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଏଥି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲ। ଶ୍ରୀ ମହତାବ ଏହି କ୍ରୀଡା ମହୋତ୍ସବର ମୂଳ ଆଭିମୂଖ୍ୟ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ "ଏହି ଖେଳର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଅଞ୍ଚଳର ଯୁବ ସମାଜକୁ ପାରମ୍ପରିକ ଓ ପୁରୁଣା ଖେଳ ପ୍ରତି ଆକର୍ଷିତ କରାଇବା ସହ ସମସ୍ତଙ୍କ ମଧ୍ୟରେ ଏକ ଖେଳୁ ଆଡ ମନୋଭାବ ଜାଗ୍ରତ କରାଇଥିଲେ
Read More News
T & CPrivacy PolicyContact Us