Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପ୍ରଶାସନ କୁ ଏକ ବଡ ସଫଳତା ମିଳିଛି । ଅପରେଶନ ପ୍ରହାର ମାଧ୍ୟମରେ 56 କିଲୋ ଗଞ୍ଜେଇ ସହ ଜଣେ ଗିରଫ

Digapahandi, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପ୍ରଶାସନ କୁ ଏକ ବଡ ସଫଳତା ମିଳିଛି । ଅପରେଶନ ପ୍ରହାର ମାଧ୍ୟମରେ 56 କିଲୋ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୋଲିସ ପ୍ରଶାସନ । ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲାର ହୋଇଥିବା ବେଳେ ନିମପଲି ଛକରୁ ଗିରଫ କରାଯାଇଥିବା ଜଣାପଡିଛି । ଗଞ୍ଜେଇ ସହ ଏକ ଅଟୋ ରିକ୍ସା ମଧ୍ଯ ଜବତ କରାଯାଇଥିବା ଦିଗପହଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ଆଜି 1 ଘଣ୍ଟ ସମୟରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।।।।
Read More News
T & CPrivacy PolicyContact Us