Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 2ତାରିଖ ସକାଳ 8ଘଣ୍ଟିକା 30 ମିନିଟ ପଯ୍ୟନ୍ତ ଓ୍ଶଲ ଓ୍ୱର୍ଣ୍ଣୀ ଜାରି

Phulabani Town, Kandhamal | Sep 1, 2025
କନ୍ଧମାଳ ଜିଲ୍ଲା କୁ ଆସନ୍ତାକାଲି 2ତାରିଖ ସକାଳ 8ଘଣ୍ଟିକା 30ମିନିଟ ପଯ୍ୟନ୍ତ ଓ୍ୱଲ ଓ୍ୱଣ୍ଣୀ ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ ଏହି ସୁଚନା ଟି ସମବାର 1ଘଣ୍ଟିକା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି , କନ୍ଧମାଳ ରେ ଗତ ଦୁଇ ଦିନ ହେଲା କିଛି ଜାଗାରେ ଵର୍ଷା ଲାଗି ରହିଥିବା ନେଇ ପାଣିପାଗ ଉପରେ ସତର୍କତା ସୁଚନା ଜାରି କରିଛନ୍ତି ରାଜ୍ୟ ପାଣିପାଗ ବିଭାଗ, ଆସନ୍ତାକାଲି 2ତାରିଖ ସକାଳ 8ଘଣ୍ଟିକା 30ମିନିଟ ପାଗ ପଯ୍ୟନ୍ତ ଏହି ଓ୍ୱଲ ଓ୍ୱର୍ଣ୍ଣୀ ଜାରି କରାଯାଇଛି, ଜିଲ୍ଲା ରେ ପ୍ରବଳ ବର୍ଷାସହ ଘଡଘଡି ସହ 30ରୁ 40ବେଗରେ ପବନ ବହିବା ନେଇ ସମ୍ଭାବ୍ୟ ଜାରି
Read More News
T & CPrivacy PolicyContact Us