Download Now Banner

This browser does not support the video element.

ଆଳି: ଖରସ୍ରୋତା ପୋଲ ଉପରୁ ନଦୀକୁ ଡେଇଁଲେ ବୃଦ୍ଧ, ଉଦ୍ଧାର କଲେ ସ୍ଥାନୀୟ ଯୁବକ।

Aali, Kendrapara | Apr 23, 2024
ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ଚାରିଟା ସମୟରେ ଆଳି ବାଳକଟି ନିକଟସ୍ଥ ଖରସ୍ରୋତା ପୋଲ ଉପରୁ ନଦୀକୁ ଡେଇଁଲେ ବାଳକାଟୀ ଗାଁର ଦୋଳଗୋବିନ୍ଦ ରାଉତ।ତେବେ ସେହି ସମୟରେ ରାଜକନିକାରୁ ନିଜ ବାଇକ ଯୋଗେ ନିଜ ଘର ଆଳି କୁ ଫେରୁଥିବା ସୁଧୀର ରାଉତ ନାମକ ଜଣେ ଯୁବକ ନଦୀ କୂଳକୁ ଯାଇ ବନ୍ଧା ହୋଇଥିବା ଏକ ଡ଼ଙ୍ଗା ଓ ତାହାର ନାଉରି ଙ୍କୁ ସଙ୍ଗରେ ଧରି ନଦୀ ଭିତରକୁ ଯାଇ ଦୋଳଗୋବିନ୍ଦଙ୍କୁ ଉଦ୍ଧାର କରିଥିଲେ।ଆଳି ପୋଲିସ ଦୋଳ ଗୋବିନ୍ଦଙ୍କୁ ପ୍ରଥମେ ମେଡିକାଲ ଚିକିତ୍ସା କରାଇବା ପରେ ତାଙ୍କ ଘରେ ନେଇ ଛାଡିଥିଲେ।ତେବେ ପାରିବାରିକ କଳହରୁ ଦୋଳଗୋବିନ୍ଦ ଏହିଚରମ ନିଷ୍ପତି ନେଇଥିବା ସୂଚନା ରହିଛି
Read More News
T & CPrivacy PolicyContact Us