This browser does not support the video element.
ଜୟପୁର: ୧୫ ଶହ ତମ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଉତ୍ସବ ଅବସରରେ ଏକ ଶୋଭାଯାତ୍ରା,ଡେରାସାହି ନିକଟରେ ସମାଜର ସଦସ୍ୟ ଦେଲେ ସୂଚନା
Jeypore, Koraput | Sep 5, 2025
ଜୟପୁର ରେ ଇଦ୍ ମିଲାଦୁନ ନବି ୧୫ ଶହ ତମ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଉତ୍ସବ ଅବସରରେ ଏକ ଶୋଭାଯାତ୍ରାଦିନ 11 ଟାରେ ସହର ପରିକ୍ରମା କରିଛି । ସୁନି ମୁସୁଲିମ ଅଞ୍ଜୁମାନ କମିଟି, ସୁନି ମୁସୁଲିମ ସମାଜର ସଦସ୍ୟ ମାନେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ଜାମା ମସଜିଦରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଟ୍ରାଫିକ ଛକ ପରିକ୍ରମା କରି ପୁଣି ମସଜିଦ ରେ ପହଞ୍ଚି ଥିଲେ । ଶାନ୍ତି ଶୃଙ୍ଖଳା ପାଇ ଟାଉନ ପୋଲିସ ମୁତୟନ ହୋଇଥିଲେ ।