Download Now Banner

This browser does not support the video element.

ଦିଗପହଣ୍ଡି: ସର୍ପାଘାତରେ ଭ୍ରମରପୁରପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ଗୁରୁତର, ମେଡ଼ିକାଲ ସ୍ଥାନାନ୍ତର

Digapahandi, Ganjam | Jul 30, 2024
ଭ୍ରମରପୂର୍ ପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ସର୍ପା ଘାତରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ପ୍ରଶାନ୍ତ ନାୟକ ବୟସ ୩୮ ବର୍ଷ ତାଙ୍କ ଘର ଭ୍ରାମରପୂର୍ ପଲ୍ଲୀ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ପ୍ରଶାନ୍ତ ନାୟକ ଘରେ ଖାଇପିଇ ସୋଇଥିଲେ ହେଲେ ସୋଇଥିବା ବେଳେ ଏକ ସର୍ପ କେଉଁ ଆଡୁ ଆସି ତାଙ୍କୁ କାମୁଡି ଦେଇଥିଲା ଯାହାଫଳରେ ସେ ଚିତ୍କାର କରିବା ସହ ଗୁରୁତର ହୋଇଥିଲେ ।
Read More News
T & CPrivacy PolicyContact Us