This browser does not support the video element.
ଭଟଲି: ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ବ୍ଳକସ୍ତରୀୟ ନଵଭାରତ ସାକ୍ଷରତା କାର୍ଯ୍ୟକ୍ରମ
Bhatli, Bargarh (Baragarh) | Sep 8, 2025
ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ବ୍ଳକସ୍ତରୀୟ ନଵଭାରତ ସାକ୍ଷରତା କାର୍ଯ୍ୟକ୍ରମ ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ସପ୍ତାହ ବ୍ୟାପୀ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳନ ଅବସରରେ ଭଟଲି ବ୍ଳକ ସ୍ତରୀୟ ନଵ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ୧.୯.୨୦୨୫ ରୁ ଆଜି ୮.୯.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନା ଙ୍କ ଅଧ୍ୟକ୍ଷତାରେଆଜି ଅପରାହ୍ନ ୩ ଟାରେ ଏକ ସଭା ହୋଇଥିବା ବେଳେ ସିଆରସିସି ଲୋକନାଥ ମେହେର ସଭା କୁ ସଂଯୋଜନା କରିଥିଲେ।ସିଆରସିସି ସୁଶାନ୍ତ ସୁନା ଏହାର ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ।