This browser does not support the video element.
ସୁକିନ୍ଦା: ସୁକିନ୍ଦା ଦେବରାଜ ହୋଟେଲ ପାଖ 53 ନଂ ଜାତୀୟ ରାଜପଥରେ ପିକପ ଗାଡ଼ି ଦୁର୍ଘଟଣାରେ ଜଣେ ଗୁରୁତର
Sukinda, Jajpur | Sep 4, 2025
ଜଳେଶ୍ଵର ଦାନ୍ତୁଣି ବାସିନ୍ଦା ସପନ ଦାସ ମାଛ ବୋଝେଇ ପିକାପ ଗାଡ଼ି ନେଇ ତାଳଚେର ଅଭିମୁଖେ ଯାଇ କାର୍ଯ୍ୟ ସାରି ଫେରୁଥିବା ବେଳେ ବୁଧବାର ରାତିର ସୁକିନ୍ଦା ଦେବରାଜ ହୋଟେଲ ପାଖ 53 ନଂ ଜାତୀୟ ରାଜପଥରେ ପିକପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ସପନ ଦାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ସହଯୋଗୀ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।