Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: କାଠପାଳ ଠାରେ ଆଦିବାସୀ ବହୁ ଉଦ୍ଦେଶ୍ୟ ବଜାର କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବାରିପଦା ବିଧାୟକ

Baripada M, Mayurbhanj | Aug 26, 2025
ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ବାରିପଦା ବ୍ଲକର କାଠପାଳ ଠାରେ ଆଦିବାସୀ ବହୁ ଉଦ୍ଦେଶ୍ୟ ବଜାର କେନ୍ଦ୍ର ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିବାର ଜଣାପଡିଛି। ତେବେ ଏହି କାର୍ଯ୍ୟକ୍ରମ ଟି ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହୋଇଥିବା ନେଇ ଜଣାପଡିଛି।
Read More News
T & CPrivacy PolicyContact Us