Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀକ୍ଷେତ୍ରରେ ପ୍ରଥମ କରି ଅନୁଷ୍ଠିତ ହେବ ନୂଆଁଖାଇ ଭେଟଘାଟ, ସିଟିରୋଡ଼ ଶାନ୍ତନା ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଦିଆଗଲା ସୂଚନା

Puri M, Puri | Aug 23, 2025
ଆସନ୍ତା ଅଗଷ୍ଟ ୩୧ ତାରିdzxଖ ସକାଳ ୧୦ ଟାରୁ ଅପରା ହ୍ନ ୫ ଟା ପର୍ଯ୍ୟନ୍ତ ସିଟିରୋଡ଼ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ। ଏଥିରେ ପଶ୍ଚିମ ଓଡ଼ିଶାର ଲୋକ କଳା, ଲୋକନୃତ୍ୟ ଓ ସଙ୍ଗୀତକୁ କଳାକାର ମା ନେ ଅଭିନୟ ଜରିଆରେ ପରିବେଷଣ କରିବେ। ସେହିଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ କଳା କାରମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଆବାହକ ଶ୍ରୀମନ୍ତ କୁମାର ଦାଶ ଓ ଗଣମାଧ୍ୟମ ସଂଯୋଜକ ତଥା ଆନ୍ତଜାତିୟ ବାଲୁ କାଶିଳ୍ପୀ ସୁଦାମ ପ୍ରଧାନ ଏକ ପ୍ରେସ ଇସ୍ତାହାର ଜରିଆରେ ଗଣମାଧ୍ୟମକୁ ଅବଗତ କରିଛନ୍ତି। ଏହି ସମୟରେ ରୁମକୁଝୁମାନାର କଳାକାରମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us