Download Now Banner

This browser does not support the video element.

ପଦ୍ମପୁର: ପଦ୍ମପୁର ଏସ.ଡି.ପି.ଓ. ଅଫିସ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Padmapur, Bargarh (Baragarh) | Sep 5, 2025
ପଦ୍ମପୁର ଏସ.ଡି.ପି.ଓ. ଅଫିସ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଟେମରି ପଂଚାୟତ ସୋଢା ଗ୍ରାମର ଦିନେସ ବେହେରା ଙ୍କ ଘରୁ ଲକ୍ଷାଧିକ ଟଙ୍କାର କପସିରଫ ଜବତ କରିଛି ପୋଲିସ। ଏନେଇ ଆଜି ୪ଟା ୨୧ ମିନିଟ ସମୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପଦ୍ମପୁର sdpo ପାଣ୍ଡବ ଶବର
Read More News
T & CPrivacy PolicyContact Us