Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳ ବନାଞ୍ଚଳର ପେଣ୍ଠବାହାଲ ଚାରା ଉତ୍ପାଦନ କେନ୍ଦ୍ରରୁ ଚାରା ବିତରଣ ଶୁଭାରମ୍ଭ

Naktideul, Sambalpur | Sep 9, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ପକ୍ଷରୁ ଆଗାମୀ 17 ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସାରା ରାଜ୍ୟରେ ହେବାକୁ ଥିବା ଚାରା ରୋପଣ କାର୍ଯ୍ୟକ୍ରମ ଅବସରରେ ମଙ୍ଗଳବାର ଦିନ ସକାଳେ ଚାରା ବିତରଣ ଯାନ ର ଶୁଭାରମ୍ଭ ହୋଇ ଯାଇଛି l ନାକଟିଦେଉଳ ବନାଞ୍ଚଳ ର ପେଣ୍ଠବାହାଳ ସ୍ଥିତ ଚାରା ଉତ୍ପାଦନ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଯାଇଛି ।
Read More News
T & CPrivacy PolicyContact Us