Download Now Banner

This browser does not support the video element.

ହିନ୍ଦୋଳ: ସୋଲାରରେ ଚାକିରୀ ଦେବାକୁ କହି ଶତାଧିକ ଯୁବକ ଯୁବତୀଙ୍କୁ ଠକେଇ, ରାସୋଳ ଥାନାରେ ଅଭିଯୋଗ

Hindol, Dhenkanal | Sep 4, 2025
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଏନଜିଓ ସଂସ୍ଥା ଦ୍ୱାରା ଜଣେ ନିଯୁକ୍ତ ଯୁବକଙ୍କ ଦ୍ୱାରା ହିନ୍ଦୋଳ ବ୍ଲକ 36 ପଞ୍ଚାୟତରୁ ଶତାଧିକ ଯୁବକ ଯୁବତୀ ଠକେଇର ଶିକାର ହୋଇଛନ୍ତି ।ରାସୋଳ ଥାନା ନୂଆପାଟଣା ଗାଁର ଏହି ଯୁବକ ସୋଲାର କାମରେ ନିଯୁକ୍ତି ସହ ମୋଟା ଅଙ୍କର ଦରମା ମିଳିବା ଆଶା ଦେଇ ମାସ ମାସ ଧରି ଠକିବା ପରେ ଏବେ ଶତାଧିକ ଯୁକକ ଯୁବତୀ ତାଙ୍କ ଜାଲରେ ଫସି ଟଙ୍କା ଦେଇ ହତାଶ ହୋଇପଡିଛନ୍ତି।ବାରମ୍ବାର ପଇସା ମାଗିବା ପରେ ମହିଳା ଏବଂ ଯୁବତୀ ମାନଙ୍କୁ ବିଭିନ୍ନ ଅଶାଳୀନ ବ୍ୟବହାର ପ୍ରର୍ଦଶାନ କରିବା ନେଇ ସେମାନେ ଗୁରୁବାର ରାସୋଳ ଥାନାରେ ମଧ୍ୟାହ୍ନ ୧୨ଟାରେ ଅଭିଯୋଗ କ
Read More News
T & CPrivacy PolicyContact Us