This browser does not support the video element.
ସଦର: ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ 5ତମ ପ୍ରତିଷ୍ଠାଦିବସ ଉତ୍ସବ ପାଳିତ
Sadar, Kalahandi | Sep 1, 2025
ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ 5ତମ ପ୍ରତିଷ୍ଠାଦିବସ ଉତ୍ସବ ଆଜି ପୂରଭାହ୍ନ 11ଟା ସମୟରେ ଭବାନୀପାଟଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର 5ତମ ପ୍ରତିଷ୍ଠାଦିବସ ଆଜି ଉତ୍ସବମୁଖର ପରିବେଶରେ ପାଳିତ ହେଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ବିଷୟରେ ଦିଗଦର୍ଶନ ସହିତ ପ୍ରେରଣାଦାୟକ ଉଦ୍ବୋଧନ ଦେୟୀ ଥିଲେ। ସେଥିସହ ନିଜ କୃତିତ୍ୱରେ ଶ୍ରେଷ୍ଠତା ଆର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦିବସଟି ଅନୁଷ୍ଠିତ ହେଇଥିଲା।