This browser does not support the video element.
ଭଟଲି: ଭଟଲି ବ୍ଳକ ସଭାଗୃହ ରେ ବାଲ୍ୟ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଉପରେ ସଚେତନତା ପ୍ରଶିକ୍ଷଣ ଶିବିର,ଯୋଗଦେଲେ ବିଡ଼ିଓ ଭଟଲି ବ୍ଲକ ର ସଭାଗୃହରେ ଏକ
Bhatli, Bargarh (Baragarh) | Sep 4, 2025
ଭଟଲି ବ୍ଳକ ସଭାଗୃହ ରେ ବାଲ୍ୟ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଉପରେ ସଚେତନତା ପ୍ରଶିକ୍ଷଣ ଶିବିର,ଯୋଗଦେଲେ ବିଡ଼ିଓ ଭଟଲି ବ୍ଲକ ର ସଭାଗୃହରେ ଏକ ଦିବସୀୟ ବାଲ୍ୟ ବିବାହ ଗ୍ରାମ ପଞ୍ଚାୟତ ଉପରେ ପ୍ରଶିକ୍ଷଣ ଶିବିର ଆଜି ଦିନ ୧୧ଟାରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ଏଥିରେ ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ, ଡ଼. ସୁଧୀର କୁମାର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତମୋହନ ଭୋସାଗର, ଆଇସିଡ଼ିଆସ ସୁପର ଭାଇଜର ଅନିତା ପୁରୋହିତ ପ୍ରମୁଖ ମଞ୍ଚାସିନ ରହି ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ କିପରି କରିପାରିବା ସେ ଉପରେ ବିଶେଷ କରି ବୁଝାଇଥିଲେ।