Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଆତିଥ୍ୟ ଭବନ ଠାରେ 'ସହାୟକ ' ର ଉନବିଂଶ ବାର୍ଷିକ ଉତ୍ସବ

Baleshwar M, Balasore | Oct 5, 2025
ବାଲେଶ୍ଵର ଜିଲ୍ଲାର ଜନ କଲ୍ୟାଣକାରୀ ସଂସ୍ଥା 'ସହାୟକ ' ର ଊନବିଂଶ ବାର୍ଷିକ ଉତ୍ସବ ଆଜି ପୂର୍ବାହ୍ନ ୧୧ ଟାରେ ଆତିଥ୍ୟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ସହାୟକର ସଭାପତି କ୍ଷିତିଶ୍ୱର ଦାଶ ସଭାରେ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ଇଂ ଡ.ହୃଷୀକେଶ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁନେ NDA ର ଅବସରପ୍ରାପ୍ତ ପ୍ରଫେସର ଡ.ହରିହର ପଣ୍ଡା,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଉପଦେଷ୍ଟା ଦିବାକର ମହାପାତ୍ର,ବରିଷ୍ଠ ଉପଦେଷ୍ଟା ଇଂ.ବନମାଳୀ ନାୟକ, ଉପ ସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ, ଅରୁଣା ରାୟ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us