This browser does not support the video element.
ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସଙ୍ଗଠନ ସୂର୍ଯ୍ୟନ କାର୍ଯ୍ୟକ୍ରମ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ
Malkangiri, Malkangiri | Sep 2, 2025
ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସଙ୍ଗଠନ ସୂର୍ଯ୍ୟନ କାର୍ଯ୍ୟକ୍ରମ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଜିଲ୍ଲା କଂଗ୍ରେସ କମିଟି ର କୋରଡିନେଟର ଜି ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରହି କାର୍ଯ୍ୟକ୍ରମ ରେ ଛତିଶଗଡ଼ ରାଜ୍ୟ ଅକଲତାରା ନିର୍ବାଚନ ମଣ୍ଡଳୀର ବିଧାୟକ ରାଘବେନ୍ଦ୍ର କୁମାର ସିଂ, ମୋହନା ବିଧାୟକ ଦଶରଥୀ ଗମାଙ୍ଗ, ଦଳୀୟ ଅବଜର୍ଭର ପାଣ୍ଡବ କର୍ଣ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କଂଗ୍ରେସ କମିଟି କୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା।