Download Now Banner

This browser does not support the video element.

ତାଳଚେର ସଦର: ତାଳଚେରରେ ରେଳ ୱାଗନ ରେ ପାଲ ଭିଡ଼ା ନେଇ ରେଲୱେ ଜିଏମଙ୍କୁ ଦାବିପତ୍ର

Talcher Sadar, Angul | Sep 11, 2025
ତାଳଚେର ଗସ୍ତରେ ଆସିଥିବା ଜିଏମ ଇଷ୍ଟ କୋଷ୍ଟ ରେଲୱେ ଙ୍କୁ ଗୁରୁବାର ମଦ୍ଧ୍ୟାହ୍ନ ୧୨ ଘଟିକା ସମୟରେ ଭେଟି ରେଳ ୱାଗନରେ ପାଲ ଘୋଡ଼ାଇ କୋଇଲା ପରିବହନ ଦାବୀ ପୁଣି ଥରେ ଉପସ୍ଥାପନ କରିଛନ୍ତି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜ କିଶୋର ସାହୁ l ପ୍ରଦୂଷଣ ବିରୋଧରେ ସଂଘ ତଥା ସ୍ଥାନୀୟ ଲୋକଙ୍କ ବହୁଦିନର ଏହି ଦାବୀର ଗୁରୁତ୍ଵକୁ ଅନୁଭବ କରି ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଏମ ଦୃଢ଼ ପ୍ରତିଶୃତି ଦେଇଛନ୍ତି l
Read More News
T & CPrivacy PolicyContact Us