Download Now Banner

This browser does not support the video element.

ତେଲକୋଇ: ରାଣୀବେଡ଼ା ଗାଁ ରେ ପଲୁଆ ହାତୀ ,ରାତ୍ରୀରେ ଧାନ ଫସଲ ନଷ୍ଟ କରିବା ସହ ଭୟଙ୍କର ଗର୍ଜନ କରୁଛନ୍ତି

Telkoi, Kendujhar | Aug 31, 2025
ରାଣୀବେଡ଼ା ଗାଁ ପଲୁଆ ହାତୀକୁ ନେଇ ଏକ ପ୍ରକାର ଭୟର ବାତାବରଣ ମଧ୍ୟରେ | ଧାନ ଫସଲ ନଷ୍ଟ କରୁଥିବା ବେଳେ , ଏକ ପ୍ରକାର ଆତଙ୍କ ସୃଷ୍ଟି କରୁଛନ୍ତି ହାତୀ ପଲ I ଆଜି ରାତ୍ରୀ ୧୧.୩୦ ମି. ସମୟର ସୂଚନା |ହାତୀଙ୍କୁ କଡ଼ା ନଜର ରଖିଛି ବନ ବିଭାଗ |
Read More News
T & CPrivacy PolicyContact Us