Download Now Banner

This browser does not support the video element.

ବସ୍ତା: ମୂଳିଦା ଗ୍ରାମର 5ଜଣ ହାଇଦ୍ରାବାଦ ର କୁକୁଟାପାଲି କଲୋନୀ ରେ ଗ୍ୟାସ ବିସ୍ଫୋରଣ ରେ ଗୁରୁତର

Basta, Balasore | Sep 1, 2025
ପୁଣି ସାମ୍ନା କୁ ଆସିଲା ଦାଦନ ଯନ୍ତ୍ରଣା, ହାଇଦ୍ରାବାଦ ରେ ଗ୍ଯାସ ଟାଙ୍କି ବିସ୍ଫୋରଣ ରେ ଗୁରୁତର ହୋଇଛନ୍ତି 5ଜଣ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମୂଳିଦା ଗ୍ରାମର ଗୋଟିଏ ପରିବାର ର 5 ଜଣ ସଦସ୍ଯ ହାଇଦ୍ରାବାଦ ରେ ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଗୁରୁତର ଆହତ ହୋଇଛନ୍ତି, ଦୁଇ ଭଉଣୀ,ଭିଣୋଇ ଓ ଦୁଇ ପୁତୁରା ଗୁରୁତର ହୋଇ ହାଇଦ୍ରାବାଦ ରେ ହସପିଟାଲ ରେ ଚିକିତ୍ସାଧୀନ ଅଛନ୍ତି,ଆଜି ପରିବାର ଲୋକେ କହିଛନ୍ତି
Read More News
T & CPrivacy PolicyContact Us