Download Now Banner

This browser does not support the video element.

ଜଗତସିଂହପୁର: ଏସଡ଼ିପିଓଙ୍କ କାର୍ଯ୍ୟଳୟରେ ବ୍ରାଉନସୁଗାର ଜବତ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ପି

Jagatsinghapur, Jagatsinghpur | Sep 5, 2025
ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତ ଗିରଫ ନେଇ ଜଗତସିଂହପୁର ପୋଲିସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା । ଏ ସମ୍ପର୍କରେ ଆଜି ଦିନ ୪ ଟା ସମୟରେ ଏସଡ଼ିପିଓଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି । ଜଗତସିଂହପୁର ସହରର ବଡ଼ବାଗ ରାସ୍ତାର ଗଣେଶ ମନ୍ଦିର ନିକଟରେ ଜଗତସିଂହପୁର ପୋଲିସ ଚଢ଼ାଉ କରି ୭୦ ଗ୍ରାମ ବ୍ରାଉନସୁଗାର ,ଗୋଟେ ସାଇକେଲ ଓ ଗୋଟେ ମୋବାଇଲ ସହ ମାଧପୁର ଗ୍ରାମର ଦେବେନ୍ଦ୍ର ମଲ୍ଲିକ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us