This browser does not support the video element.
ନର୍ଲା: ନର୍ଲା ପାଇକ ପଡା ଠାରେ ନୂଆଁଖାଇ ଭେଟ୍ 2025 କାର୍ଯ୍ୟକ୍ରମ ଅନୁଷ୍ଠିତ
Narala, Kalahandi | Aug 28, 2025
ଆଜି ଗୁରୁବାର ଦିନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟ ରୁ ଆଠ ଘଣ୍ଟା ସମୟ ପର୍ଯ୍ୟନ୍ତ ନର୍ଲା ସ୍ଥିତ ପାଇକ ପଡା ଠାରେ ଆୟୋଜକ ଅରୁଣ ପ୍ରଧନୀ ଓ ନୀଳକଣ୍ଠ ଦଣ୍ଡସେନା ଙ୍କ ନୂଆଁଖାଇ ଭେଟ ଘାଟ ପର୍ବ ପାଳନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ମନ୍ୟାଗନ୍ୟ ବୁଦ୍ଧିଜୀବୀ ସମାଜସେବୀ ମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ମଞ୍ଚଷିନ ହୋଇଥିଲେ ଏହି କାର୍ଯ୍ୟକ୍ରମରେ ନାଚ ଗୀତ ଖେଳକୁଦ ପ୍ରତିଯୋଗୀତା ଆୟୋଜନ ହୋଇଥିଲା