Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣା ଜଗଡ଼େଶ୍ୱର ମନ୍ଦିର ନିକଟରେ ଏକ ଅଟୋ ସହ ବାଇକ ମୁହାଁ ମୁହିଁ ଧକ୍କାଦୁଇ ଗୁରୁତର ଜଣେ ଆହତ

Lakshmipur, Koraput | Sep 28, 2025
ନାରାୟଣପାଟଣା ଜଗଡ଼େଶ୍ୱର ମନ୍ଦିର ନିକଟରେ ଏକ ଅଟୋ ସହ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଓଟୋ ମାଲିକ ସହ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ତିନି ଆହତଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି Iଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି I
Read More News
T & CPrivacy PolicyContact Us