This browser does not support the video element.
ଜୁଜୁମୁରା: ମାରୱାଡ଼ି ବନ୍ଧ ଗ୍ରାମ ନିକଟ ରେଳ ଓଭର ବ୍ରିଜ ତଳୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର
Jujomura, Sambalpur | Sep 24, 2025
ମାରୱାଡ଼ି ବନ୍ଧ ଗ୍ରାମ ନିକଟ ରେଳ ଓଭର ବ୍ରିଜ ତଳୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର lସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ମାରୱାଡ଼ି ବନ୍ଧ ଗ୍ରାମ ନିକଟ ରେଳ ବାଇ ଓଭର ବ୍ରିଜ ତଳୁ ବୁଧବାର ସଂଧ୍ୟାରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଜଣକ ହେଲେ ଥରଲି ଗ୍ରାମର ଭମର ଭୋଇ । ଖବର ପାଇ ଘଟଣାସ୍ଥଳରେ ଯୁଯୁମୁରା ପୋଲିସ ପହଞ୍ଚି ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି । ତେବେ ଯୁବକଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହି । ଏନେଇ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି l