This browser does not support the video element.
ଜୟପୁର: 'ଅପରେସନ ମିସିଙ୍ଗ ମୋବାଇଲ' ଆରମ୍ଭ କରି ସଫଳ ହୋଇଛି ପୋଲିସ, ଜୟପୁର ଟାଉନ ଥାନାରେ ଏଏସପି ଦେଲେ ସୂଚନା
Jeypore, Koraput | Aug 23, 2025
ଅପରେସନ ମିସିଙ୍ଗ ମୋବାଇଲ ଆରମ୍ଭ କରି ସଫଳ ହୋଇଛି ଜୟପୁର ଟାଉନ ପୋଲିସ । ଏନେଇ ଆଜି ଅପରାହ୍ଜ 1 ଘଣ୍ଟା ସମୟରେ ଜୟପୁର ଟାଉନ ଥାନା ରେ ଏକ ସମ୍ବାଦିକ ସମ୍ମିଳନିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ବିତ କୁମାର ମହାନ୍ତି ଉପସ୍ଥିତ ରହି ସୁଚନା ଦେଇଛନ୍ତି । ଏହି ସମ୍ମିଳନି ରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ । କୋରାପୁଟ ଏସପି ଙ୍କ ନିଦ୍ଦେଷ କ୍ରମେ ଅପରେସନ ମିସିଙ୍ଗ ମୋବାଇଲ ଆରମ୍ବ କରାଯାଇ17 ଟି ମୋବାଇଲ କୁ ଉଦ୍ଧାର କରାଯାଇଛି ।