Download Now Banner

This browser does not support the video element.

ଫୁଲବାଣୀ ସହର: ସଲାଗୁଡ଼ା,ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୮ ଜଣ ଛାତ୍ର ଆଖିରେ ଫେବିକ୍ୱିକ ଅଠା ପକାଇବା ଘଟଣା, ଜିଲ୍ଲାପାଳ ପ୍ରଧାନ ଶିକ୍ଷକ ଙ୍କୁ କଲେ ନିଲମ୍ବିତ

Phulabani Town, Kandhamal | Sep 13, 2025
ସଲାଗୁଡ଼ା,ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୮ ଜଣ ଛାତ୍ର ଅସାବଧାନତା ଯୋଗୁଁ ପରସ୍ପର ଆଖିରେ ଫେବିକ୍ୱିକ ଅଠା ପକାଇ ଦେଇଥିବା ଫଳରେ ଯନ୍ତ୍ରଣା ଅନୁଭବ କରିବାରୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ପ୍ରଧାନ ଶିକ୍ଷକ ମନ ରଞ୍ଜନ ସାହୁ ଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି.
Read More News
T & CPrivacy PolicyContact Us