This browser does not support the video element.
ପୁରୀ ମ୍ୟୁନିସିପାଲଟି: ରେଳ ଷ୍ଟେସନ ବିଶ୍ରାମ ଘରୁ ଚୋରି କରିବା ଅଭିଯୋଗ ରେ jrp ପୋଲିସ ଦ୍ୱାରା 3ଜଣ ଗିରଫ ଗିରଫ l
Puri M, Puri | Aug 24, 2025
ରେଳ ଷ୍ଟେସନ ରୁ ଚୋରି କରିବା ଅଭିଯୋଗ ରେ jrp ପୋଲିସ ଦ୍ୱାରା 3ଜଣ ଗିରଫ ଗିରଫ l ଗିରଫ ଅଭିଯୁକ୍ତ ହେଲେ ତଳନୂଆ ସାହିର ରାହୁଲ ବେହେରା,ଅନିଲ ବେହେରା,ରୁଦ୍ର ବେହେରା, l କଟକ ର ବଳରାମ ବେହେରା ଅଭିଯୋଗ କ୍ରମେ ସେ ପୁରୀ ରେଳ ଷ୍ଟେସନ ବିଶ୍ରାମ ଘରେ ବିଶ୍ରାମ କରୁଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କ , ମୋବାଇଲ, ଟଙ୍କା, ପର୍ସ ନେଇ ଫେରାର ହୋଇ ଯାଇଥିଲା l ଏନେଇ jrp ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି l