Install App
npsahu2024
This browser does not support the video element.
ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ଆମ୍ବପୁଆ ସଠି ପୋଲିସ ପଡିଆରେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ; ୯ ଜଣ ପୋଲିସ କର୍ମଚାରୀ ସମ୍ମାନିତ
Brahmapur M Corp, Ganjam | Apr 1, 2024
ଆମ୍ବପୁଆ ସ୍ଥିତ ପୋଲିସ ପଡିଆରେ ଆଜି ସକାଳେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏଥିରେ ୯ ଜଣ ପୋଲିସ କର୍ମଚାରୀ ସମ୍ମାନିତ ହୋଇଥିଲେ। ଏନେଇ ବ୍ରହ୍ମପୁର ଏସପି ଡାକ୍ତର ସରବଣା ବିବେକ ଏମ୍ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!