This browser does not support the video element.
ଜଗତସିଂହପୁର: ନାଉଗାଁ ବ୍ଳକ କାନୁନଗୋସାହି ଗ୍ରାମକୁ ରାଜ୍ବସ ଗ୍ରାମ ଦାବୀ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
Jagatsinghapur, Jagatsinghpur | Sep 11, 2025
ନାଉଗାଁ ବ୍ଳକ କାନୁନଗୋସାହି ଗ୍ରାମକୁ ରାଜ୍ବସ ଗ୍ରାମ ଦାବୀ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l ସୂଚନା ମୁତାବକ ନାଉଗାଁ ବ୍ଲକ ଅଧିନ ନାଉଗାଁ ପଞ୍ଚାୟତ ର କାନୁନଗୋସାହି ଗ୍ରାମ ଟି ରାଜ୍ବସ ଗ୍ରାମ ନାଉଗାଁ ଠାରୁ 1 କିମି ଦୂର ହେବା ସହିତ ଲୋକ ସଂଖ୍ୟା 1000 ଉର୍ଦ୍ଧ ଅଟନ୍ତି, ତେବେ ଏହି ଗ୍ରାମ କୁ ରାଜ୍ବସ ଗ୍ରାମର ମାନ୍ୟତା ଦେବା ପାଇଁ ଆଜି ଏକ ଦାବିପତ୍ର ଗ୍ରାମବାସୀ ଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି l