This browser does not support the video element.
ବୀରମହାରାଜପୁର: ସାଲେପାଲି ଗାଁ ପାଖରୁ ଏକ ବ୍ରିଜା କର କୁ ଉଦ୍ଧାର କଲା ପୋଲିସ।
Biramaharajpur, Subarnapur (Sonepur) | Oct 8, 2025
ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାଲେପାଲି ଗାଁ ପାଖରୁ ଏକ ବ୍ରିଜା କର ଉଦ୍ଧାର। ସୂଚନା ମୁତାବକ ତରଭା ପଟୁରୁ ଏକ ଧଳା ରଙ୍ଗ ର ବ୍ରିଜା କାର ଯାହାର ନମ୍ବର OD 02.CS.2451 କୁ ରାମପୁର ପୋଲିସ ସାଲେପାଲି ଗାଁ ପାଖରେ କାଦୁଅ ଥିବା ରାସ୍ତା ରେ ଗାଡି କୁ ଛାଡି ଡ୍ରାଇଭର ଫେରାର ମାରିଥିବା ବେଳେ ପୋଲିସ ର ସଂନ୍ଧେହରେ ହୋଇ ଥିଲା।ଘଟଣା ସ୍ଥାନରେ ରାମପୁର ପୋଲିସ ପହଞ୍ଚି ଉକ୍ତ କାର କୁ ଜବତ କରି ଥିବା ଦେଖିବାକୁ ମିଳିଛି।