This browser does not support the video element.
ସୁକିନ୍ଦା: ସୁକିନ୍ଦା ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Sukinda, Jajpur | Sep 3, 2025
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର 100 ବର୍ଷ ପୂର୍ତ୍ତି ଅବସରରେ ସୁକିନ୍ଦାଗଡରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯାଜପୁର ଜିଲ୍ଲା ସୁକିନ୍ଦା ଖଣ୍ଡ ପକ୍ଷରୁ 6 ତାରିଖ ଶନିବାର ଅପରାହ୍ନ 4 ଘଟିକା ସମୟରେ ସୁକିନ୍ଦା ଗଡରେ ଶିଶୁ ମନ୍ଦିର ଠାରୁ ରଥଛକ ପାଖ ମିନା ବଜାର ପଡିଆ ପର୍ୟ୍ୟନ୍ତ ଶତାବ୍ଦୀ ସ୍ଵାଗତ ପଥ ସଞ୍ଚଳନ ସହିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ହେବାର ଯୋଜନା ପ୍ରସ୍ତୁତି କରାଯାଇଛି । ସେହି ଉଦ୍ଦେଶ୍ୟର ସୁକିନ୍ଦା ଶିଶୁ ମନ୍ଦିରରେ ବିବିଧ କ୍ଷେତ୍ର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ମଙ୍ଗଳବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।