Download Now Banner

This browser does not support the video element.

ଜି ଉଦୟଗିରି: କଳିଙ୍ଗା ଘାଟିରେ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଜଣେ ଆହାତ

G Udayagiri, Kandhamal | Aug 31, 2025
କଳିଙ୍ଗା ଘାଟିରେ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଜଣେ ଆହାତ. ସୂଚନା ଯୋଗ୍ୟ ଯେ ଗାଡିଟି କଳିଙ୍ଗା ରୁ ଦୁର୍ଗାପ୍ରସାଦ ଦେଇ ଘାଟୀ ଖସୁଥିବା ବେଳେ ଭାରସାମ୍ୟ ହରାଇ ଗାର୍ଡ ୱାଲ ରେ ପିଟି ହୋଇଥିଲା. ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଅଛି.
Read More News
T & CPrivacy PolicyContact Us