Download Now Banner

This browser does not support the video element.

ସୋନପୁର: ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ର ସାମାଜିକ ସମୀକ୍ଷା ଅନୁଷ୍ଠିତ

Sonapur, Subarnapur (Sonepur) | Sep 10, 2025
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ହରଡ଼ଖୋଲ ପଂଚାୟତ ର ହରଡ଼ଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି ତଥା ଜିଲ୍ଲାପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ମାଧ୍ୟାନ୍ନ ଭୋଜନ ଯୋଜନା ରେ ବ୍ୟବହୃତ ନଥିପତ୍ର ଯାଞ୍ଚ, ମଧ୍ୟନ୍ନ ଭୋଜନ ପ୍ରସ୍ତୁତି ରେ ସଫାସୁତୁରା ସହ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରାଯାଇଥିଲା, ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସହ ବୈଠକ ହୋଇଥିଲା ଏଥିରେ ବିରାମହରାଜପୁର ସାମାଜିକ ସମୀକ୍ଷକ ଚୈତନ୍ୟ କୁମାର ମଲ୍ଲିକ ସୋନପୁର
Read More News
T & CPrivacy PolicyContact Us