This browser does not support the video element.
କରଞ୍ଜିଆ: କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ଠାରେ ବନଖଣ୍ଡ ଅଧିକାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Karanjia, Mayurbhanj | Apr 30, 2025
କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ଠାରେ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆଜି ଦିବା ୧୨ ଘଟିକା ଠାରୁ ୨ ଘଟିକା ଯାଏଁ ଅନୁଷ୍ଠିତ ହୋଇଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଧିକାରୀ ମାନେ ଯୋଗ ଦେଇ ତାଙ୍କୁ ଓ ତାଙ୍କ ସହଧର୍ମିଣୀ ନନ୍ଦିନୀ ନାଏକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର ସାଇ କିରଣ ଡିଏନ୍, ବାରିପଦା ବନଖଣ୍ଡ ଅଧିକାରୀ,ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ, ଏସପିଓ ନବକୃଷ୍ଣ ନାୟକ,ଉପଖଣ୍ଡ ଚିକିତ୍ସାଧିକାରୀ ତଥା ବରିଷ୍ଠ ଡ଼ାକ୍ତର ଅନିତା ସିଂ ପ୍ରମୁଖ ଯୋଗ ଦେଇଥିଲେ।